ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ୍ ମଧ୍ୟରେ ଗତ ଅକ୍ଟୋବର ୭ରୁ ସଂଘର୍ଷ ଚାଲିଛି। ଏଥିରେ ୨୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଏଥିସହିତ ଗାଜା ଧ୍ବଂସସ୍ତୂପରେ ପରିଣତ ହୋଇସାରିଲାଣି। ନିକଟ ଭବିଷ୍ୟତରେ ଏହି ଯୁଦ୍ଧ ଥମିବା ବି ଦେଖାଯାଉନାହିଁ। ଏଭଳି ସ୍ଥିତିରେ ଇସ୍ରାଏଲର ଏକ ଲାଇଭ ଟିଭିରେ ଜଣେ ଆଙ୍କର ଖୋଲାଖୋଲି ବନ୍ଧୁକ ସହିତ ଦେଖିବାକୁ ମିଳିଛନ୍ତି। ଲାଇଭ ଟିଭିରେ ସଂପୃକ୍ତ ମହିଳା ଆଙ୍କର ଜଣଙ୍କ ତାଙ୍କ ଅଣ୍ଟାରେ ବନ୍ଧୁକ ରଖିଛନ୍ତି। ଉକ୍ତ ଆଙ୍କରଙ୍କ ଏହି ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଇସ୍ରାଏଲୀ ବ୍ରଡକାଷ୍ଟର ଚ୍ୟାନେଲ ୧୪ରେ ସମାଚାର ଆଙ୍କର ରୂପେ କାର୍ଯ୍ୟ କରୁଥିବା ସଂପୃକ୍ତ ମହିଳାଙ୍କ ନାମ ଲିଟଲ ଶେମେଶ।
ଇସ୍ରାଏଲରେ ଲାଇଭ ଟିଭିରେ ଖୋଲାଖୋଲି ବନ୍ଧୁକ ସହ ଆଙ୍କର
/sambad/media/post_attachments/wp-content/uploads/2024/01/sfhhfsffff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)