ଧର୍ମ ଆଧାରରେ ଭୋଟ୍‌ ଦେବାକୁ ଉସୁକାଇଲେ ସିଦ୍ଧୁ

ଇସିଙ୍କ ରିପୋର୍ଟ ତଲବ

0

ନୂଆଦିଲ୍ଲୀ: ବିହାରର କଟିହାରରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଆଜି ମୁସ୍‌ଲିମ୍‌ ସଂପ୍ରଦାୟକୁ ଏକଜୁଟ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଭୋଟ୍‌ ଦେବାକୁ କହି ବିବାଦ ସୃଷ୍ଟି କରିଛନ୍ତି। ମୁସ୍‌ଲିମ୍‌ ଭୋଟର୍‌ମାନେ ଏକଜୁଟ ହୋଇ ବିଜେପି ବିରୋଧରେ ଭୋଟ୍‌ ଦେଲେ ମୋଦୀ ଆଉ କ୍ଷମତାକୁ ଆସିପାରିବେ ନାହିଁ ବୋଲି ସେ କହିଛନ୍ତି। ସିଦ୍ଧୁଙ୍କ ଏହି ବୟାନ ସଂପର୍କରେ ନିର୍ବାଚନ କମିସନ ରିପୋର୍ଟ ତଲବ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.