ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଅଷ୍ଟ୍ରେଲିଆରେ ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ସେ ସିଡ୍ନିରୁ ମେଲ୍ବୋର୍ନ ଯାଉଥିବା ସମୟରେ ତାଙ୍କୁ ବିମାନବନ୍ଦରର କିଛି କର୍ମଚାରୀ ଅଯଥା ହଇରାଣ କରିଥିଲେ। ତାଙ୍କର ବଡ଼ ବ୍ୟାଗେଜ୍କୁ ନେଇ ତାଙ୍କୁ କର୍ମଚାରୀମାନେ ବିଭିନ୍ନ କାଉଣ୍ଟରକୁ ପଠାଇ ହଇରାଣ କରିଥିଲେ। କିନ୍ତୁ ସେ ଏହାର ସାମ୍ନା କରି ଶେଷରେ ମେଲ୍ବର୍ନ ଯାତ୍ରା କରିଥିଲେ। ଶିଳ୍ପା ନିଜର ଏକ ସଦ୍ୟତମ ଇନ୍ଷ୍ଟାଗ୍ରାମ୍ ପୋଷ୍ଟରେ ଏହି ଘଟଣା ସଂପର୍କରେ ଉଲ୍ଲେଖ କରିବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି।
ଅଷ୍ଟ୍ରେଲିଆରେ ବର୍ଣ୍ଣବୈଷମ୍ୟର ଶିକାର ଶିଳ୍ପା
/sambad/media/post_attachments/wp-content/uploads/2018/09/ShilpaShetty.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)