ଲାଲୁଙ୍କୁ ଭେଟିଲେ ଶତ୍ରୁଘ୍ନ ସିହ୍ନା, ‘ତେଜସ୍ବୀ ବିହାରର ଭବିଷ୍ୟତ’

ପାଟନା: ଅସନ୍ତୁଷ୍ଟ ବିଜେପି ନେତା ଶତ୍ରୁଘ୍ନ ସିହ୍ନା ଆଜି ଆର୍‌ଜେଡି ସୁପ୍ରି‌ମୋ ଲାଲୁ ପ୍ରସାଦ ଯାଦବଙ୍କୁ ସାକ୍ଷାତ କରିଛନ୍ତି ଏବଂ ଲାଲୁଙ୍କ ପୁଅ ତେଜସ୍ବୀ ଯାଦବଙ୍କୁ ବିହାରର ମୁହଁ ଓ ଭବିଷ୍ୟତ ବୋଲି କହିଛନ୍ତି। କଂଗ୍ରେସ ନେତା ସୁବୋଧକାନ୍ତ ସହାୟଙ୍କ ସହ ଲାଲୁଙ୍କୁ ଭେଟିବା ପରେ ସିହ୍ନା କହିଛନ୍ତି, ଲାଲୁଜୀ ମୋର ବନ୍ଧୁ ଏବଂ ଅନ୍ୟ ଦଳର ନେତାମାନେ ମଧ୍ୟ ମୋର ବନ୍ଧୁ।

ସମ୍ବନ୍ଧିତ ଖବର