ନୂଆଦିଲ୍ଲୀ: ବିହାରର ସୀତାମଢ଼ିରେ ବସ୍ ଚଳାଉଥିବା ଜଣେ ଚାଳକଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ନଭେମ୍ବର ୧୬ ତାରିଖ ସୀତାମଢ଼ିର ଆଜାଦ ଚୌକରେ ଏକ ସରକାରୀ ବସ ଚାଳକଙ୍କ ବସ ଚଲାଉଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ହଠାତ ବିଗିଡ଼ି ଯାଇଥିଲା। ସ୍ବାସ୍ଥ୍ୟବସ୍ଥା ଭଳ ଲାଗୁ ନଥିବା ଅନୁଭବ କରି ଚାଳକ ଜଣକ ଆଗକୁ ବସ ଚଲାଇ ଗଲେ କାଳେ କୌଣସି ଅଘଟଣ ଘଟିଯିବ ସେଥିପାଇଁ ଉପସ୍ଥିତ ବୁଦ୍ଧି ଖଟାଇ ସେ ବହୁତ କଷ୍ଟରେ ବସକୁ ବ୍ରେକ ମାରି ରାସ୍ତା ଉପରେ ଅଟକାଇ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/18/sBfH7f6W1m0J8XDo8fuc.jpg)