ନୂଆଦିଲ୍ଲୀ: ଆଜି ବସୁଛି ପ୍ରାକ୍ ବଜେଟ୍ ବୈଠକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏଥିରେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ସାମିଲ ହେବେ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆସନ୍ତା ଫେବ୍ରୁଆରି ୧ ତାରିଖରେ ବଜେଟ୍ ଆଗତ ହେବ। ଏହା ପୂର୍ବରୁ ଆଜି ଏହି ବୈଠକ ବସୁଛି ।
ବୈଠକରେ ସାମିଲ ହେବା ପାଇଁ ଦିଲ୍ଲୀ ଗସ୍ତରେ ଅଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅର୍ଥ ବିଭାଗ ମୋହନ ମାଝୀଙ୍କ ପାଖରେ ଥିବାରୁ ସେ ବୈଠକରେ ସାମିଲ ହେବେ । ପ୍ରାକ୍ ବଜେଟ୍ରେ ଓଡ଼ିଶାର ଦାବି ରଖିବେ ମୋହନ ମାଝୀ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/12/20/sQi1e8ahrIvYxqL0hO5G.jpg)