ୱାସିଂଟନ: ଆମେରିକାରେ ପୁଣି ବିମାନ ଦୁର୍ଘଟଣା । ଉଡାଣ ଭରିବା ସମୟରେ ପୁଣି ବିମାନ ଦୁର୍ଘଟଣା । ଫିଲାଡେଲଫିଆ ବିମାନ ବନ୍ଦରରୁ ଉଡାଣ ଭରିବା ବେଳେ ଅଘଟଣ । ଦୁର୍ଘଟଣା ପରେ ଜଳିଗଲା ବିମାନ ଆଉ ବିମାନର ଜଳନ୍ତା ଅଂଶ ପଡି ଅନେକ ଘର ଜଳିଯାଇଥିବା ସୂଚନା ମିଳିଛି ।
ତେବେ ଗତକଲି ସଂଧ୍ୟାରେ ବିମାନଟି ଉଡାଣ ଭରିବା ବେଳେ ଦୁର୍ଘଟଣା ହୋଇଛି । ସେହିପରି ଏହା ଏକ ଏୟାରକ୍ରାଫ୍ଟ ଥିଲା । ତେବେ ଦୁଇ ଦିନ ତଳେ ମଝି ଆକାଶରେ ବିମାନ ଓ ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିଲା । ରେଗନ ଏୟାରପୋର୍ଟ ନିକଟରେ ଘଟିଥିବା ଏହି ଭୟାନକ ଦୁର୍ଘଟଣାରେ ୬୭ ଜଣଙ୍କ ଜୀବନ ଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/02/01/2GCR2p4XNb9CJThEFSvo.jpg)