ସ୍ନାକ୍ସ କମ୍ପାନିରେ ଅଗ୍ନିକାଣ୍ଡ, ୩ ମୃତ

ପାଟନା : ବିହାରର ମୁଜାଫରପୁରରେ ଆଜି ଏକ ସ୍ନାକ୍ସ କମ୍ପାନିରେ ଭୟାବହ ଅଗ୍ନିକାଣ୍ଡ ‌ହୋଇ ୩ ଜଣଙ୍କ ମୃ୍ତ୍ୟୁ ହୋଇ ଯାଇଛି ଏବଂ ଆହୁରି ୭ ଜଣ କମ୍ପାନି ମଧ୍ୟରେ ଫସି ରହିଛନ୍ତି। ମୁଜାଫରପୁର୍‌ର ଚାକନୁରନ୍‌ ଅଞ୍ଚଳରେ ଅବସ୍ଥିତ ଏହି କମ୍ପାନିରେ ଅଗ୍ନିକାଣ୍ଡ ଖବର ପାଇ ସଙ୍ଗେସଙ୍ଗେ ଅଗ୍ନି ନିର୍ବାପକ ଦଳ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। କମ୍ପାନି‌ ମଧ୍ୟରେ ଫସିଥିବା କର୍ମୀଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ୩ ଜଣଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର