ଗିରଫଦାରିରୁ ବର୍ତ୍ତିଗଲେ ସୋନାକ୍ଷୀ

ନୂଆଦିଲ୍ଲୀ: ଆଗୁଆ ପାଉଣା ନେଇ ମଧ୍ୟ ଏକ ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗ ଦେଇନଥିବା ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ଆଗତ ଠକେଇ ମାମଲାରେ ତାଙ୍କୁ ଆଲ୍ଲାହାବାଦ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି। ଏଥି ସହିତ ପୁଲିସ ମାମଲାର ଯାଞ୍ଚ ରିପୋର୍ଟ ଦାଖଲ କଲା ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର