ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରବିବାର ସଂଧ୍ୟାରେ ଅସୁସ୍ଥ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ପ୍ରବଳ ଜ୍ବର ହେବା ସହ ନିିଶ୍ବାସ ନେବାରେ ଅସୁବିଧା ହେବା ହେତୁ ଦିଲ୍ଳୀର ସାର ଗଙ୍ଗାରାମ ହସ୍ପିଟାଲ୍ରେ ସୋନିଆଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ସୂଚନା ରହିଛି।
ଅଧିକ ସୂଚନା ପାଇଁ ଅପେକ୍ଷା କରାଯାଇଛି...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Sonia-gandhi.jpg)
