ସିଓଲ(ଦକ୍ଷିଣ କୋରିଆ) : ବିଶ୍ବବ୍ୟାପୀ କରୋନାର କରାଳ ରୂପ ଛାଇଯାଇଥିବା ବେଳେ ଦକ୍ଷିଣକୋରିଆବାସୀ ସେ ସବୁକୁ ଭ୍ରୂକ୍ଷେପ ନକରି ବୁଧବାର ସାଧାରଣ ନିର୍ବାଚନରେ ଭାଗନେଇଥିଲୋ ଏଥିରେ ସେମାନେ ରାଷ୍ଟ୍ରପତି ମୁନ୍ ଜା–ଇନ୍ଙ୍କ ନେତୃତ୍ବାଧୀନ ମେଣ୍ଟ ସରକାରଙ୍କୁ ପୁଣି ଥରେ ପସନ୍ଦ କରିଛନ୍ତିା ମୋଟ ୩୦୦ ଆସନ ବିଶିଷ୍ଟ ଦକ୍ଷିଣ କୋରିଆ ପାର୍ଲାମେଣ୍ଟ୍ ପାଇଁ ଅନୁଷ୍ଠିତ ନିର୍ବାଚନରେ ମୁନ୍ ଜା–ଇନ୍ ଡେମୋକ୍ରାଟିକ୍ ପାର୍ଟିକୁ ୧୬୩ଟି ଆସନ ମିଳିଥିବା ଜଣାଯାଇଛିା
ଶାସକ ମେଣ୍ଟ ଜିତିଲା କୋରିଆ ନିର୍ବାଚନ: କରୋନାର ସଫଳ ମୁକାବିଲା ଆଣିଲା ବିଜୟ
/sambad/media/post_attachments/wp-content/uploads/2020/04/korian-election.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)