ମୋଦୀଙ୍କ ପାଇଁ ରାକ୍ଷୀ ତିଆରି କଲେ ମୁସ୍‌ଲିମ୍‌ ମହିଳା

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ସ୍ୱତନ୍ତ୍ର ରାକ୍ଷୀ ତିଆରି ହୋଇଛି। ଏହି ରାକ୍ଷୀ ତିଆରି କରିଛନ୍ତି ବାରଣାସୀର ଏକ ମୁସଲିମ୍‌ ମହିଳା ସଂଗଠନ। ବାର୍ଷିକ ପରମ୍ପରାକୁ ବଜାୟ ରଖି ବାରଣାସୀର ଏହି ମୁସଲିମ୍‌ ମହିଳା ସଂଗଠନର ମହିଳାମାନେ ମୋଦୀଙ୍କ ପାଇଁ ରାକ୍ଷୀ ତିଆରି କରିଛନ୍ତି। ଜଣେ ସଦସ୍ୟା ନଜିମା ଅନ୍‌ସାରୀଙ୍କ କହିବା ଅନୁଯାୟୀ ସଂଗଠନର ମହିଳାମାନେ ପ୍ରଥମେ ୨୦୧୩ ମସିହାରେ ମୋଦୀଙ୍କୁ ରାକ୍ଷୀ ପଠାଇଥିଲେ। ସେବେଠାରୁ ଏହି ପରମ୍ପରା ଚାଲିଆସିଛି।

ସମ୍ବନ୍ଧିତ ଖବର