ନୂଆଦିଲ୍ଲୀ : ସାଉଦି ଆରବର ଜେଡାରୁ ଉଡ଼ାଣ କରିଥିବା ଏକ ସ୍ପାଇସଜେଟ୍ ବିମାନ କେରଳର କୋଚି ବିମାନବନ୍ଦରରେ ଆଜି ଜରୁରୀ ଅବତରଣ କରିଛି। ସ୍ପାଇସଜେଟ୍ ବିମାନ ଏସ୍ଜି-୩୦୬ କୋଝିକୋଡକୁ ଉଡ଼ାଣ କରୁଥିବା ବେଳେ ବିମାନରେ ହାଇଡ୍ରଲିକ ଫେଲ୍ କରିବାରୁ ଏହାକୁ କୋଚିରେ ଜରୁରୀ ଅବତରଣ କରାଯାଇଛି। କୋଚି ବିମାନବନ୍ଦରରେ ଆଜି ସନ୍ଧ୍ୟା ୬.୨୭ ସମୟରେ ସମ୍ପୂର୍ଣ୍ଣ ଏମର୍ଜେନ୍ସି ଘୋଷଣା ହୋଇଥିଲା। ୭.୧୯ରେ ବିମାନ ପହଞ୍ଚିବାପର ଏମର୍ଜେନ୍ସି ହଟାଯାଇଥିଲା।
କୋଚିରେ ସ୍ପାଇସଜେଟ୍ ବିମାନର ଜରୁରୀ ଅବତରଣ
/sambad/media/post_attachments/wp-content/uploads/2022/07/spiceJet1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)