ତୁତିକୋରିନ୍ : ତୁତିକୋରିନ୍ର ଷ୍ଟେରଲାଇଟ୍ ପ୍ଲାଣ୍ଟ୍ରେ ଗତ ରବିବାର ଦିନ ସନ୍ଧ୍ୟାରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଷ୍ଟେରଲାଇଟ୍ କପର ପ୍ଲାଣ୍ଟ୍ରୁ ପାଖାପାଖି ୫୦ ହଜାର ଲିଟର ମାରାତ୍ମକ ସଲଫ୍ୟୁରିକ୍ ଏସିଡ୍ ଲିକ୍ ହୋଇଛି। ଯେଭଳି ଭାବେ ଏହା କୌଣସି କ୍ଷତି ନକରେ ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି।
ଷ୍ଟେରଲାଇଟ୍ ପ୍ଲାଣ୍ଟ୍ରେ ବିଷାକ୍ତ ଗ୍ୟାସ୍ ଲିକ୍
/sambad/media/post_attachments/wp-content/uploads/2018/06/sterlite3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)