୨୨ ତାରିଖରେ ରାଜ୍ୟ କୃଷି ମନ୍ତ୍ରୀଙ୍କ ସମ୍ମିଳନୀ

ନୂଆଦିଲ୍ଲୀ : ଦିଲ୍ଲୀରେ ଚଳିତମାସ ୨୨ ତାରିଖରେ ସମସ୍ତ ରାଜ୍ୟର କୃଷିମନ୍ତ୍ରୀମାନଙ୍କ ସମ୍ମିଳନୀ ହେବ। କେନ୍ଦ୍ର କୃଷି ମନ୍ତ୍ରାଳୟ ଦ୍ୱାରା ଏହି ବୈଠକର ଆୟୋଜନ କରାଯାଉଛି। ଦେଶରେ କୃଷକମାନଙ୍କ ସ୍ଥିତି ସୁଧାର କରିବା ସମ୍ପର୍କିତ ଏକାଧିକ ପ୍ରସଙ୍ଗ ଉପରେ ସମ୍ମିଳନୀରେ ରାଜ୍ୟର ମନ୍ତ୍ରୀମାନେ ଚର୍ଚ୍ଚା କରିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର