ନୂଆଦିଲ୍ଲୀ : ନୂପୁର ଶର୍ମାଙ୍କୁ ହତ୍ୟା କରିବା ପାଇଁ ଭାରତ ଆସିଥିବା ପାକିସ୍ତାନୀ ଅନୁପ୍ରବେଶକାରୀ ରିଜୱାନ୍ (୨୪) ପାକିସ୍ତାନର ଲାହୋରରେ ମହାରାଜା ରଣଜିତ ସିଂହଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିଲା । ଏହି ମାମଲାରେ ସେ କିଛି ମାସ ଜେଲ୍ରେ ବି ରହିଥିଲା। ରିଜୱାନ୍ ପାକିସ୍ତାନର ଚରମପନ୍ଥୀ ସଂଗଠନ ତେହେରିକ୍-ଇ-ଲବାକ୍ ସହିତ ସଂପୃକ୍ତ। ବୁଧବାର ପଚରାଉଚରା ବେଳେ ରିଜୱାନ୍ ଏହା ସ୍ୱୀକାର କରିଛି। ଉକ୍ତ ସଂଗଠନ ପକ୍ଷରୁ କେବଳ ନୂପୁରଙ୍କୁ ହତ୍ୟା କରିବା ଲକ୍ଷ୍ୟରେ ରିଜୱାନକୁ ପଠାଯାଇଥିଲା। ଏହି ମାମଲାରେ ସେ ଜେଲ୍ ଯାଇଥିଲା। ରିଜୱାନକୁ ଏବେ ସାମରିକ ଗୁଇନ୍ଦା ସଂସ୍ଥା ଜେରା କରୁଛି।
ନୂପୁରଙ୍କୁ ହତ୍ୟା ପାଇଁ ଆସିଥିବା ପାକିସ୍ତାନୀ ମହାରାଜା ରଣଜିତ ସିଂହଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିଲା
/sambad/media/post_attachments/wp-content/uploads/2022/07/ppp.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)