ଲକ୍ଷ୍ନୌ : ବିଜେପି ସାଂସଦ ବରୁଣ ଗାନ୍ଧୀ ବକେୟା ଫୋନ୍ ବିଲ୍ ପୈଠ କରିନଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ବରୁଣ ୩୮,୦୦୦ ଟଙ୍କାର ଫୋନ୍ ବିଲ୍ ପୈଠ କରିନଥିବାରୁ ରାଜ୍ୟ ପରିଚାଳିତ ବିଏସଏନଏଲ୍ ପକ୍ଷରୁ ଏବେ ବରୁଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟକୁ ପତ୍ରଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ବିଏସ୍ଏନ୍ଏଲ୍ କର୍ତ୍ତୃପକ୍ଷ ଦାବି ଉପସ୍ଥାପନ କରିଛନ୍ତି।
ବରୁଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି:ଫୋନ୍ ବିଲ୍ ଦେଉନାହାନ୍ତି
/sambad/media/post_attachments/wp-content/uploads/2019/04/varun-gandhi.jpg)