କ୍ୟାମ୍ରୁନ: କ୍ୟାମ୍ରୁନ୍ର ଏକ ଘରୋଇ କଲେଜର ଶତାଧିକ ଛାତ୍ର ଏବଂ କେତେକ ଶିକ୍ଷକଙ୍କୁ ଆତଙ୍କବାଦୀମାନେ ବନ୍ଧୁକ ମୁନରେ ଅପହରଣ କରିନେଇଛନ୍ତି। ଗତକାଲି ଏହି ଅପହରଣ କାଣ୍ଡ ଘଟିଥିବା ବେଳେ ଆଜି ସେନା ପକ୍ଷରୁ ବ୍ୟାପକ ତଲାସି ସତ୍ତ୍ବେ ଅପହୃତ ଛାତ୍ର, ଶିକ୍ଷକଙ୍କ କୌଣସି ପତ୍ତା ମିଳିନାହିଁ। ସରକାରୀ ଏବଂ ବିଦ୍ରୋହୀ ସେନା ମଧ୍ୟରେ କ୍ୟାମ୍ରୁନ୍ରେ ଏବେ ସଂଘର୍ଷ ଲାଗି ରହିଛି।
ଶତାଧିକ ଛାତ୍ର ଓ ଶିକ୍ଷକଙ୍କୁ ଅପହରଣ
/sambad/media/post_attachments/wp-content/uploads/2019/02/kidnap-1518012521-1549093662.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)