ଶିବଗଙ୍ଗା: ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମଙ୍କ ସମର୍ଥକମାନେ ଏବେ ଶିବଗଙ୍ଗା ଜିଲ୍ଲା ଅଧୀନସ୍ଥ ତାଙ୍କ ଗ୍ରାମ କରାଇକୁଡ଼ିରେ ଜୋରଦାର ଆନ୍ଦୋଳନ କରିଛନ୍ତି। କିଛି ଲୋକ ଚିଦମ୍ବରମଙ୍କ ଗିରଫକୁ ବିଶ୍ବାସ କରିପାରୁନଥିବା ବେଳେ ଆଉ କିଛି ଲୋକ ତାଙ୍କୁ ବିରୋଧ କରିଛନ୍ତି। ଚିଦମ୍ବରମଙ୍କ ଗ୍ରାମବାସୀମାନେ କହିଛନ୍ତି ଯେ ତାଙ୍କ ଗିରଫ ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଅନ୍ୟପକ୍ଷେ କିଛି ଲୋକ ଦାବି କରିଛନ୍ତି ଯେ ଚିଦମ୍ବରମଙ୍କ ପରିବାର ସର୍ବଦା ଅର୍ଥ ଠୁଳ କରିଭବାରେ ବ୍ୟସ୍ତ ରହିଛନ୍ତି ଏବଂ ଲୋକଙ୍କ ସୁଖ ଦୁଃଖରେ ନାହାନ୍ତି।
ଚିଦମ୍ବରମ୍ଙ୍କ ଗାଁରେ ସମର୍ଥକଙ୍କ ଆନ୍ଦୋଳନ
/sambad/media/post_attachments/wp-content/uploads/2019/08/efgadfadfafafs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)