ନୂଆଦିଲ୍ଲୀ: ଦିଲ୍ଲୀ- ଜାତୀୟ ରାଜଧାନୀ ଅଞ୍ଚଳରେ ବାଣ ବିକ୍ରୟ ଉପରେ ସୋମବାର ଦିନ ନିଷେଧାଜ୍ଞା ଜାରି କରିଛନ୍ତି ସୁପ୍ରିମ୍ କୋର୍ଟ।
ସେପ୍ଟେମ୍ବର ୧୨ ତାରିଖ ଦିନ ଜାତୀୟ ରାଜଧାନୀ ଅଞ୍ଚଳରୁ ଆତସବାଜି ବିକ୍ରେତାଙ୍କ ସ୍ଥାୟୀ ଲାଇସେନ୍ସ୍ ଉପରେ ଲାଗୁହୋଇଥିବା ନିଲମ୍ବନ ଆଦେଶକୁ ସାମୟିକ ଭାବେ ଉଠାଇ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ।
ଦୀପାବଳି ପରେ ବାୟୁର ମାନକୁ ନେଇ ଏହି ଲାଇସେନ୍ସ୍ ଉପରୁ ନିଲମ୍ବନ ଆଦେଶ ଉଠାଇବା ସଂକ୍ରାନ୍ତରେ ସମୀକ୍ଷା କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/fw.jpg)