ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବିଶାଳ ପରିଯୋଜନା ସେଣ୍ଟ୍ରାଲ୍ ଭିଷ୍ଟାର କାମ ରୋକିବା ପାଇଁ ସୁପ୍ରିମ୍ କୋର୍ଟରେ ଦାଏର ହୋଇଥିବା ଜନସ୍ବାର୍ଥ ମାମଲାକୁ ଆଜି କୋର୍ଟ ଖାରଜ କରିଦେଇଛନ୍ତି। ଏହି ଆବେଦନ ଉପରେ ଶୁଣାଣି ପାଇଁ କୋର୍ଟ ମନା କରିଛନ୍ତି। ମହାମାରୀ ସମୟରେ ଏଭଳି ନିର୍ମାଣ କାର୍ଯ୍ୟ ଉପରେ ରୋକ ଲାଗିବା ଜରୁରୀ ବୋଲି ଦର୍ଶାଇ ଆବେଦନ କରାଯାଇଥିଲା। ଏହି ମାମଲା ନେଇ ଆବେଦନକାରୀ ଦିଲ୍ଲୀ ହାଇକୋର୍ଟ ଯାଇପାରିବେ ବୋଲି ସୁପ୍ରିମ୍ କୋର୍ଟ ପରାମର୍ଶ ଦେଇଛନ୍ତି।
ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ କାମ ରୋକିବା ପାଇଁ ଆବେଦନ ଖାରଜ କଲେ ସୁପ୍ରିମ୍ କୋର୍ଟ
/sambad/media/post_attachments/wp-content/uploads/2021/05/Supreme-Court.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)