ଆଜି ସୁପ୍ରିମ୍ କୋର୍ଟ୍ ଆଧାରର ବୈଧତାକୁ ଚାଲେଞ୍ଜ୍ କରି ଆଗତ ୩୦ଟି ମାମଲାର ବିଚାର କରି ଆଧାର କେଉଁ କେଉଁ କ୍ଷେତ୍ରରେ ଆବଶ୍ୟକ ଓ କେଉଁ କ୍ଷେତ୍ରରେ ଆବଶ୍ୟକ ନୁହେଁ ତାହାସ୍ପଷ୍ଟ କରିଛନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ ସବିଶେଷ ବିବରଣୀ।
/sambad/media/post_attachments/wp-content/uploads/2018/09/Aadhaar-Needed-Not_Infographics_2.jpg)
ଏହି ସବୁ କ୍ଷେତ୍ରରେ ଆଧାର ଜରୁରୀ
/sambad/media/post_attachments/wp-content/uploads/2018/09/Aadhaar-Needed-Not_Infographics_3.jpg)
- ପାନ୍ ସହିତ ଆଧାର ସଂଯୋଗ ବାଧ୍ୟତାମୂଳକ।
- ଆୟକର ରିଟର୍ଣ୍ଣ୍ ଦାଖଲ ସମୟରେ ଆଧାର ବାଧ୍ୟତାମୂଳକ।
- ସରକାରଙ୍କ ବିଭିନ୍ନ ଯୋଜନା ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ହିତାଧିକାରୀଙ୍କ ଲାଗି ଆଧାର ବାଧ୍ୟତାମୂଳକ।
/sambad/media/post_attachments/wp-content/uploads/2018/09/Aadhaar-Needed-Not_Infographics_4.jpg)
ଏହି ସବୁ କ୍ଷେତ୍ରରେ ଆଧାର ଆବଶ୍ୟକ ନୁହେଁ
/sambad/media/post_attachments/wp-content/uploads/2018/09/Aadhaar-Needed-Not_Infographics_5.jpg)
- ସିବିଏସ୍ଇ ପରୀକ୍ଷା, ନେଟ୍, ମେଡିକାଲ ଏଣ୍ଟ୍ରାନ୍ସ୍ ଏବଂ ୟୁଜିସି ଦ୍ୱାରା ପରିଚାଳିତ ପରୀକ୍ଷା ଲାଗି ଆଧାର ବାଧ୍ୟତାମୂଳକ ନୁହେଁ।
- ସ୍କୁଲ୍ରେ ନାମଲେଖା ଲାଗି ଆଧାର ବାଧ୍ୟତାମୂଳକ ନୁହେଁ।
- ବ୍ୟାଙ୍କ୍ରେ ଜମାଖାତା ଖୋଲିବା ଲାଗି ଆଧାର ଆବଶ୍ୟକ ନୁହେଁ।
- କୌଣସି ମୋବାଇଲ୍ କମ୍ପାନି ଆଧାର ମାଗିପାରିବେ ନାହିଁ।ନୂଆ ଫୋନ୍ ଓ ସିମ୍ କାର୍ଡ୍ ଲାଗି ଆଧାର ବାଧ୍ୟତାମୂଳକ ନୁହେଁ।
- ଘରୋଇ କମ୍ପାନି ଆଧାର ମାଗି ପାରିବେ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/Aadhaar-Needed-Not_Infographics_1-1.jpg)