ସାଂଜ୍ଞା ବଦଳାଇବେନି ଦୀପିକା, ରଣବୀର

ମୁମ୍ବାଇ: ବଲିଉଡ୍‌ ଦମ୍ପତି ଦୀପିକା ପାଦୁକୋନ୍‌ ଏବଂ ରଣବୀର ସିଂହ ସେମାନଙ୍କ ସଂଜ୍ଞା ବଦଳାଇବେନି ବୋଲି ସ୍ପଷ୍ଟ କରିଛନ୍ତି। ବିବାହ ପରେ ଏକ ସାକ୍ଷାତକାରରେ ରଣବୀର ତାଙ୍କ ସାଂଜ୍ଞା ବଳଦାଇଥିବା ନେଇ ଦୀପିକା କହିଥିଲେ। ଆଜି ଦୀପିକା ସ୍ପଷ୍ଟ କରିଛନ୍ତି ଯେ ସେ ଏବଂ ରଣବୀର ଉଭୟ କଠୋର ପରିଶ୍ରମ ବଳରେ ନିଜ ନିଜର ପରିଚୟ ସୃଷ୍ଟି କରିଛନ୍ତି। ତେଣୁ କେହି କାହାର ସାଂଜ୍ଞା ବଦଳାଇବାକୁ ଉଚିତ୍‌ ମଣିନାହାନ୍ତି।

ସମ୍ବନ୍ଧିତ ଖବର