ପୁଣି ସିରିୟାରେ ସଂଘର୍ଷ:୨ ଦିନରେ ୪୫ ହଜାର ବିସ୍ଥାପିତ

ଡାମାସକସ୍‌: ପୁଣି ଥରେ ସିରିୟା ଅଶାନ୍ତ ହୋଇଉଠିଛି। ଦକ୍ଷିଣ ସିରିୟାରେ ବିଗତ ୩ ଦିନ ହେବ ବିମାନ ଯୋଗେ ଆକ୍ରମଣ ହେଉଥିବା ବେଳେ ଲୋକେ ପୋକମାଛି ପରି ମରୁଛନ୍ତି। ଜୀବନ ବଞ୍ଚାଇବା ପାଇଁ ବିଗତ ୨ ଦିନରେ ୪୫ ହାଜରରୁ ଊର୍ଦ୍ଧ୍ୱ ଲୋକ ଘର ଦ୍ୱାର ଛାଡି ଅନ୍ୟତ୍ର ଚାଲି ଯାଇଥିବା ଜଣାପଡ଼ିଛି। ଜାତିସଂଘ ମାନବାଧିକାର କମିସନ ଏହି ଘଟଣାରେ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର