କାବୁଲ୍ : ଆଫଗାନିସ୍ତାନରେ ଆଜି ତାଲିବାନ୍ର ପ୍ରଚଣ୍ଡ ଆକ୍ରମଣ ଯୋଗୁଁ ୩୦ରୁ ଊର୍ଦ୍ଧ୍ବ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି। ଏକ ସୁରକ୍ଷା ଚେକ୍ପଏଣ୍ଟ୍ ଗୁଡ଼ିକରେ ସୈନିକମାନଙ୍କ ଟ୍ରକ୍ ଉପରେ ତାଲିବାନ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଆକ୍ରମଣରେ ୪୦ରୁ ଅଧିକ ସୈନିକ ଆହତ ହୋଇଛନ୍ତି। ୨୦୧୯ରେ ଏହା ସେନା ଉପରେ ପ୍ରଥମ ବଡ଼ ଆକ୍ରମଣ ଥିଲା।
ତାଲିବାନ ଆକ୍ରମଣ: ୩୦ ସୈନିକ ନିହତ
/sambad/media/post_attachments/wp-content/uploads/2019/01/30-afghan-soldiers-killed-by-taliban.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)