କାବୁଲ୍ : ପଶ୍ଚିମ ଆଫଗାନିସ୍ତାନରେ ତାଲିବାନ୍ ଆକ୍ରମଣ ହୋଇ ୨୨ ଜଣ ପୁଲିସ ନିହତ ହୋଇଛନ୍ତି। ଫରହା ପ୍ରଦେଶରେ ଏକ ପୁଲିସ ଗାଡ଼ି ଉପରକୁ ଗତକାଲି ତାଲିବାନ୍ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।
ଆଫଗାନିସ୍ତାନରେ ତାଲିବାନ୍ ଆକ୍ରମଣ:୨୨ ପୁଲିସ ନିହତ
/sambad/media/post_attachments/wp-content/uploads/2018/11/afghanistan-attack.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)