ତାପ୍ତି-ଗଙ୍ଗା ଏକ୍ସପ୍ରେସ୍‌ର ୧୦ ବଗି ଧାରଣାଚ୍ୟୁତ; ୪ ଆହତ

ନୂଆଦିଲ୍ଲୀ: ବିହାରର ଛପ୍ରା ଅନ୍ତର୍ଗତ ଗୌତମ ଅସ୍ଥାନ ନିକଟରେ ତପ୍ତି-ଗଙ୍ଗା ଏକ୍ସପ୍ରେସ୍‌ ଟ୍ରେନ୍‌ର ୧୦ଟି ବଗି ଲାଇଲ୍‌ଚ୍ୟୁତ ହେବାରୁ ୪ ଜଣ ଲୋକ ଆହତ ହୋଇଛନ୍ତି।

ସକାଳ ପ୍ରାୟ ୯: ୪୫ରେ ୧୯୦୪୬ ଛପ୍ରା-ସୁରତ ତାପ୍ତିଗଙ୍ଗା ଏକ୍ସପ୍ରେସ୍‌ ଧାରଣାଚ୍ୟୁତ ହୋଇଥିଲା। ଦୁର୍ଘଟଣାରେ କାହାର ପ୍ରାଣହାନୀ ହୋଇଥିବା ଖବର ମିଳିନାହିଁ। ରେଳଗାଡ଼ି କାହିଁକି ଧାରଣାଚ୍ୟୁତ ହେଲା ତାହା ମଧ୍ୟ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର