ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଖେଳାଳି ବରୁଣ ଆରୋନ ଅବସର ଘୋଷଣା କରିଛନ୍ତି। ମାତ୍ର ୩୫ ବର୍ଷ ବୟସରେ ସେ ଅବସର ନେଇଛନ୍ତି। ବରୁଣ ଧାୱନ ଭାରତ ପାଇଁ ୯ଟି ଦିନିକିଆ ଓ ୯ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ସେ ତାଙ୍କ ପ୍ରଭାବୀ ବୋଲିଂ ପାଇଁ ପରିଚିତ ଥିଲେ। ଇଣ୍ଡିଆନ୍ ପ୍ରିମିୟର ଲିଗରେ ମଧ୍ୟ ବରୁଣଙ୍କ ରେକର୍ଡ ଭଲ ରହିଛି। ସେ ଘରୋଇ କ୍ରିକେଟରେ ଝାଡ଼ଖଣ୍ଡ ପାଇଁ ଖେଳନ୍ତି। ବରୁଣ ଚଳିତ ବର୍ଷ ଜାନୁଆରୀ ୫ରେ ଗୋଆ ବିପକ୍ଷରେ ଝାଡ଼ଖଣ୍ଡ ପକ୍ଷରୁ ଶେଷ ମ୍ୟାଚ୍ ଖେଳିଥିଲେ।
ବରୁଣ ଧୱନ ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଶୁକ୍ରବାର ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ମାଧ୍ୟମରେ ସେ ଅବସର ଘୋଷଣା କରିଛନ୍ତି ।
ବରୁଣ ଧୱନ ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଶୁକ୍ରବାର ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ମାଧ୍ୟମରେ ସେ ଅବସର ଘୋଷଣା କରିଛନ୍ତି । ଆଜି ମୁଁ ଆନୁଷ୍ଠାନିକ ଭାବେ କ୍ରିକେଟରୁ ଅବସର ଘୋଷଣା କରୁଛି। ଭଗବାନ, ପରିବାର, ସାଙ୍ଗସାଥୀ, ସାଥୀ, ପ୍ରଶିକ୍ଷକ, ସପୋର୍ଟ ଷ୍ଟାଫ୍ ଓ ପ୍ରଶଂସକଙ୍କ ବିନା ଏହି ଯାତ୍ରା ସମ୍ଭବ ହୋଇନଥାନ୍ତା। ମୁଁ ବିସିସିଆଇ ଓ ଜେଏସସିଏକୁ ଧନ୍ୟବାଦ ଜଣାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/01/10/b0LJ8AdOCwigyxiPrYrB.jpg)