ତେଜ ପ୍ରତାପଙ୍କ ‘ରୁଦ୍ର’ ଅବତାର

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ବଲିଉଡରେ ପ୍ରବେଶ କରିଛନ୍ତି। ‘ରୁଦ୍ର-ଦ ଅବତାର’ ନାମକ ଫିଲ୍ମ ଯୋଗେ ତେଜପ୍ରତାପ ବଲିଉଡରେ ତାଙ୍କ କ୍ୟାରିଅର୍‌ ଆରମ୍ଭ କରୁଥିବା ଟ୍ଵିଟର୍‌ ଯୋଗେ ଘୋଷଣା କରିଛନ୍ତି। ୨୦୧୬ରେ ବିହାର କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ସମୟରେ ସେ ଏକ ଭୋଜପୁରୀ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର