ତେଜପ୍ରତାପଙ୍କ ବୟାନ: ବିଜେପି ନୁହେଁ ଆମେ ତୋଳିବୁ ରାମ ମନ୍ଦିର

ପାଟନା: ଆର୍‌ଜେଡି ମୁଖ୍ୟ ଲାଲୁ ଯାଦବଙ୍କ ପୁଅ ତଥା ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବ କହିଛନ୍ତି ଯେ, ଆଯୋଧ୍ୟାରେ ରାମ ମନ୍ଦିର ବିଜେପି ନୁହେଁ ବରଂ ଆର୍‌ଜେଡି ତୋଳିବ। ୨୦୨୦ ନିର୍ବାଚନରେ ତାଙ୍କ ଦଳ ସରକାରକୁ ଆସିଲେ ବିହାରରୁ ଇଟା ନେଇ ୟୁପିରେ ରାମ ମନ୍ଦିର ତୋଳିବ। ଆଉ ଏହି ମନ୍ଦିର ଏକ ଧର୍ମ ନିରପେକ୍ଷ ମନ୍ଦିର ହେବ,ଯେଉଁଠାରେ ହିନ୍ଦୁ,ମୁସଲିମ,ଶିଖ,ଇସାଇ ସମସ୍ତେ ପ୍ରାର୍ଥନା କରିପାରିବେ ବୋଲି ତେଜପ୍ରତାପ କହିଛନ୍ତି।

ସମ୍ବନ୍ଧିତ ଖବର