ତେଜପ୍ରତାପ ନିଖୋଜ!

ପାଟନ‌ା : ବିବାହର ମାତ୍ର ୬ ମାସ ପରେ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ପତ୍ନୀ ଐଶ୍ବର୍ଯ୍ୟା ରାୟଙ୍କଠାରୁ ଛାଡ଼ପତ୍ର ଚାହିଛନ୍ତି। ସେ ମଧ୍ୟ ଛାଡ଼ପତ୍ର ପାଇଁ ପାଟନା କୋର୍ଟରେ ଆବେଦନ କରି ସାରିଛନ୍ତି।। ତେବେ ତେଜପ୍ରତାପ ନିଖୋଜ ହୋଇ ଯାଇଥିବା ଖବର ମିଳିବା ପରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିଲା। କିନ୍ତୁ ପରେ ତେଜପ୍ରତାପ କାଶୀରେ ଥିବା ଜଣାଇଛନ୍ତି। ଏହି ଖବର ବେଶ୍‌ ଚର୍ଚ୍ଚିତ ହୋଇଛି।

ସମ୍ବନ୍ଧିତ ଖବର