ନୂଆଦିଲ୍ଲୀ : ସରକାର ଆଜି ଟେଲିକମ୍ କମ୍ପାନି ଗୁଡ଼ିକ ପାଇଁ ଆଧାର ବ୍ୟବହାର ନକରିବା ସଂକ୍ରାନ୍ତରେ ନିର୍ଦ୍ଦେଶନାମା ପ୍ରକାଶ କରିଛନ୍ତି। ଗ୍ରାହକଙ୍କ ଇକେୱାଇସି ଯାଞ୍ଚ ଏବଂ ନୂଆ ସିମ୍ ସଂଯୋଗ ପ୍ରଦାନରେ ଆଧାର ବ୍ୟବହାରକୁ ବନ୍ଦ ପାଇଁ କୁହାଯାଇଛି। ଏହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ନଭେମ୍ବର ୫ ତାରିଖ ସୁଦ୍ଧା କାର୍ଯ୍ୟକାରିତା ରିପୋର୍ଟ ଦାଖଲ କରିବାକୁ ଟେଲିକମ୍ ବିଭାଗ ପକ୍ଷରୁ ସମସ୍ତ ଟେଲିକମ୍ କମ୍ପାନିକୁ ନିର୍ଦ୍ଦେଶ ଦିଆଯାଇଛି। ଗତମାସରେ ସୁପ୍ରିମକୋର୍ଟ ଦେଇଥିବା ରାୟ ପରିପ୍ରେକ୍ଷୀରେ ଟେଲିକମ୍ ବିଭାଗ ଏହି ନିର୍ଦ୍ଦେଶନାମା ଜାରି କରିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp