ତେଲେଙ୍ଗାନାରେ ମହାମେଣ୍ଟ ବିଫଳ: ରାଜନାଥ ସିଂହ

ନୂଆଦିଲ୍ଲୀ, : ବିଧାନସଭା ନିର୍ବାଚନ ପରିଣାମ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଯେଉଁ ବିଧାୟକମାନେ ବିଜୟୀ ହୋଇଛନ୍ତି ସେମାନଙ୍କୁ ଅଭିନନ୍ଦନ। ତେବେ ତେଲେଙ୍ଗାନାରେ କଂଗ୍ରେସ-ଟିଡିପି ମହାମେଣ୍ଟ ଦୟନୀୟ ଭାବେ ବିଫଳ ହୋଇଛି ଏବଂ ଏଭଳି ସୁବିଧାବାଦୀ ମେଣ୍ଟକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି ରାଜନାଥ କହିଛନ୍ତି।

ସମ୍ବନ୍ଧିତ ଖବର