ଶ୍ରୀନଗର : ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ପ୍ରଶାସନ ପ୍ରଥମ ବୁଲ୍ଡୋଜର କାର୍ଯ୍ୟାନୁଷ୍ଠାନ କରି ଶନିବାର ଦିନ ପୁଲୱାମାରେ ଜଣେ ଜୈସ ଆତଙ୍କବାଦୀର ଘରକୁ ମାଟିରେ ମିଶାଇ ଦେଇଛି। ପାକିସ୍ତାନୀ ଆତଙ୍କବାଦୀ ଆଶିକ ନେନ୍ଗ୍ରୋ ପୁଲୱାମା ଜିଲ୍ଲାର ରାଜପୁରାରେ ଏକ ସରକାରୀ ଜମି ଜବରଦଖଲ କରି ଘର କରିଥିଲା। ଆତଙ୍କବାଦୀର ୨ ମହଲା ବିଶିଷ୍ଟ ଘରକୁ ଶନିବାର ଦିନ ବୁଲଡୋଜର ଲଗାଇ ପୁଲିସ ଭାଙ୍ଗି ଦେଇଛି।
ଜୈସ୍ ଆତଙ୍କବାଦୀର ଘରକୁ ମାଟିରେ ମିଶାଇଲା ପ୍ରଶାସନ
/sambad/media/post_attachments/wp-content/uploads/2022/12/srinagar-jai.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)