ମୁମ୍ବାଇ: ଚଷମା କିଣିବା ବାବଦକୁ ବମ୍ବେ ହାଇକୋର୍ଟର ବିଚାରପତିମାନଙ୍କୁ ରାଜ୍ୟ ସରକାର ଟଙ୍କା ପ୍ରଦାନ କରିେବ। ପ୍ରେତ୍ୟକ ବିଚାରପତିଙ୍କୁ ୫୦ ହଜାର ଟଙ୍କା େଲଖାଏଁ ମିଳିବ। ମହାରାଷ୍ଟ୍ର ସରକାର ଏଭଳି ପ୍ରସ୍ତାବକୁ ମଂଜୁରୀ ପ୍ରଦାନ କରିଛନ୍ତି। ଆଇନ ଏବଂ ନ୍ୟାୟିକ ବିଭାଗର ନିଷ୍ପତ୍ତି ଅନୁସାରେ, ଅର୍ଥରାଶି ବିଚାରପତିଙ୍କ ସମେତ େସମାନଙ୍କ ପରିବାର ସଦସ୍ୟଙ୍କୁ ମିଳିବ ବୋଲି ମହାରାଷ୍ଟ୍ର ସରକାରଙ୍କ ଯୁଗ୍ମ ସଚିବ ଯୋଗେଶ ଅମେତା ସୂଚନା ଦେଇଛନ୍ତି।
ଚଷମା କିଣିବାକୁ ବମ୍ବେ ହାଇକୋର୍ଟ ବିଚାରପତିଙ୍କୁ ୫୦ ହଜାର ଲେଖାଏଁ ମିଳିବ
/sambad/media/post_attachments/wp-content/uploads/2020/05/money-3.jpeg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)