ସାତ ମାସ ପରେ ଖୋଲିଲା ସିନେମା ହଲ୍‌

ନୂଆଦିଲ୍ଲୀ: କରୋନା କାରଣରୁ ବିଭିନ୍ନ ରାଜ୍ୟରେ ମାର୍ଚ୍ଚ ମାସରୁ ବନ୍ଦ ଥିବା ସିନେମା ହଲ୍‌ ଆଜି ଖୋଲିଛି। କୋଭିଡ୍‌-୧୯ ନିୟମାବଳୀ ପାଳନ କରି ଦିଲ୍ଲୀ, ହରିଆଣା, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଗୁଜରାଟ, ଆନ୍ଧ୍ର ପ୍ରଦେଶ ଏବଂ କର୍ଣ୍ଣାଟକ ଭଳି କେତେକ ରାଜ୍ୟରେ ସିନେମା ହଲ୍‌ ଖୋଲିଛି। ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡ଼ୁ, କେରଳ ଏବଂ ଛତିଶଗଡ଼ରେ ଥିଏଟର ଏବଂ ମଲ୍‌ଟିପ୍ଲେକ୍ସଗୁଡ଼ିକ ବନ୍ଦ ରହିଛି। ହଲ୍‌ରେ ୫୦ ପ୍ରତିଶତ ଦର୍ଶକଙ୍କ ଉପସ୍ଥିତିରେ ସିନେମା ଚାଲିବ।

ସମ୍ବନ୍ଧିତ ଖବର