ନୂଆଦିଲ୍ଲୀ : ବିଳମ୍ବିତ ରାତିରେ କିମ୍ବା ଭୋର ସମୟରେ ଟ୍ରେନ୍ ଯାତ୍ରୀଙ୍କୁ ଏଣିକି ମୋବାଇଲ୍ ଘଣ୍ଟି ଜରିଆରେ ଷ୍ଟେସନ ଆଗମନ ପୂର୍ବରୁ ଚେତାଇ ଦିଆଯିବ। ଗନ୍ତବ୍ୟ ସ୍ଥଳରେ ଟ୍ରେନ ପହଞ୍ଚିବାର ୨୦ ମିନିଟ୍ ପୂର୍ବରୁ ଏହି ବ୍ୟବସ୍ଥାରେ ଯାତ୍ରୀମାନଙ୍କୁ ନିଦରୁ ଉଠାଯିବ। ରେଳ ହେଲ୍ପ ଲାଇନ ୧୩୯ରେ ଏହି ନୂଆ ବ୍ୟବସ୍ଥା ଯୋଡ଼ାଯାଇଛି। ରେଳ ବୋର୍ଡର ନିଷ୍ପତ୍ତି ପରେ ଏହା କାର୍ଯ୍ୟକାରୀ ହୋଇଛି।
ଷ୍ଟେସନ୍ ପୂର୍ବରୁ ଯାତ୍ରୀଙ୍କୁ ସୂଚନା ଦେବ ମୋବାଇଲ୍
/sambad/media/post_attachments/wp-content/uploads/2021/12/2-mobile-recharge-prepaid.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)