ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ମୌସୁମୀ ବିଳମ୍ବ ଯୋଗୁ ବର୍ଷା ହେଉନଥିବା ବେଳେ ଦେଶରେ ଲୁ ଜାରି ରହିଛି । ବିଶେଷ କରି ମଧ୍ୟ ଭାରତରେ ସାଂଘାତିକ ସ୍ଥିତି ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ମୋଟ ୧୬୯ ଜଣଙ୍କ ମୃତ୍ୟୁ ଘଟିଛି । କେବଳ ବାରଣାସୀରେ ୩୩ ଜଣଙ୍କ ସମେତ ପୂର୍ବାଞ୍ଚଳର ୪ଟି ଜିଲ୍ଲାରେ ୫୦ ଜଣ ପ୍ରାଣ ହରାଇଛନ୍ତି।
ଉତ୍ତରପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ଜାରି: ଗଲାଣି ୧୬୯ ଜୀବନ
/sambad/media/post_attachments/wp-content/uploads/2024/06/Heat-Wave-in-Uttar-Pradesh_169-Dies_Thumbnail.jpg)