ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କିଛି ମାଓ ସଂଗଠନ ହତ୍ୟା କରିବା ପାଇଁ ଷଡ଼୍ଯନ୍ତ୍ର କରୁଥିବା ପ୍ରସଙ୍ଗକୁ ଶିବସେନା ଓ ବିରୋଧୀ ଦଳ ଗୁଡ଼ିକ ଖାରଜ କରିଛନ୍ତି। ବିରୋଧୀ ଓ ଶିବସେନା ଏହାକୁ ହାସ୍ୟାସ୍ପଦ ବୋଲି କହିବା ସହ ଏହାକୁ ଏକ ହରର ଫିଲ୍ମର କାହାଣୀ ବୋଲି କହିଛନ୍ତି। ବିଜେପି ସହାନୁଭୁତି ପାଇବା ପାଇଁ ଏଭଳି ଧମକ ଚିଠି କାର୍ଡ ଖେଳୁଥିବା ବିରୋଧୀ ଅଭିଯୋଗ କରିଛନ୍ତି। ସେପଟେ, ବିଜେପି ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀଙ୍କ ହତ୍ୟା ଷଡ଼୍ଯନ୍ତ୍ରକୁ ବିରୋଧୀ ରାଜନୀତିକରଣ କରିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ଦଳ କହିଛି।
ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡଯନ୍ତ୍ର ପ୍ରସଙ୍ଗ : ଘଟଣାକୁ ହାସ୍ୟାସ୍ପଦ କହିଲେ ବିରୋଧୀ, ଶିବସେନା
/sambad/media/post_attachments/wp-content/uploads/2018/06/modi-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)