ରେଳବାଇ ତାଲିକାରେ ଓଡ଼ିଶାର ୩ ହସ୍ପିଟାଲ

ନୂଆଦିଲ୍ଲୀ : ଭାରତୀୟ ରେଲବାଇ ସୂଚୀବଦ୍ଧ ହସ୍ପିଟାଲ ତାଲିକାରେ ଓଡିଶାର ମାତ୍ର ୩ଟି ହସ୍ପିଟାଲ ରହିଛି। ସେଥିମଧ୍ୟରୁ ରାଉରକେଲାରେ ଦୁଇଟି ହସ୍ପିଟାଲ ଥିବାବେଳେ କେନ୍ଦୁଝରର ଯୋଡ଼ାରେ ଗୋଟିଏ ହସ୍ପିଟାଲ ରହିଛି। ଅନ୍ୟପକ୍ଷରେ, ଏହି ତାଲିକ‌ା‌େର ମହାରାଷ୍ଟ୍ରରେ ସର୍ବାଧିକ ୭୭ଟି ହସ୍ପିଟାଲ ରହିଛି। ସେହିଭଳି, ମଧ୍ୟପ୍ରଦେଶରେ ୫୮, ତାମିଲନାଡୁରେ ୪୧ ଓ ଗୁଜରାଟରେ ୩୫ ସମେତ ଅନ୍ୟ ସବୁ ରାଜ୍ୟର ବହୁ ହସ୍ପିଟାଲ ତାଲିକାରେ ସ୍ଥାନ ପାଇଛି। ମାତ୍ର ଓଡିଶାରେ ସବୁଠାରୁ କମ୍ ୩ଟି ହସ୍ପିଟାଲ ରହିଛି।

ସମ୍ବନ୍ଧିତ ଖବର