ନୂଆଦିଲ୍ଲୀ: ଦିଲ୍ଲୀର ଉତ୍ତମ ନଗର ଅଞ୍ଚଳରେ ଏକ ଫ୍ଲାଟ୍ରୁ ୩ ଜଣ ନାଇଜେରିୟା ନାଗରିକଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ସେମାନଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ । ଫରେନ୍୍ସିକ ଯାଞ୍ଚ ଜାରି ରହିଛି। ସେମାନେ ବାଣିଜ୍ୟ ଭିସାରେ ଭାରତ ଆସିଥିଲେ।
ଦିଲ୍ଲୀରୁ ୩ ନାଇଜେରିୟା ନାଗରିକଙ୍କ ମୃତଦେହ ଉଦ୍ଧାର
/sambad/media/post_attachments/wp-content/uploads/2018/06/delhi.jpg)