ନୂଆଦିଲ୍ଲୀ : ବିଜେପି ସାଂସଦ ଡଃ ହିନା ବିଜୟ କୁମାର ଗାଭିଟ୍ଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ୩୦ ଜଣିଆ ମହିଳା ସଶକ୍ତୀକରଣ ସଂସଦୀୟ କମିଟିରେ ଓଡ଼ିଶାର ତିନିଜଣ ମହିଳା ସାଂସଦ ସ୍ଥାନ ପାଇଛନ୍ତି। ୩ ସାଂସଦ ହେଲେ, ଲୋକସଭାର ବିଜେଡି ସାଂସଦ ଶର୍ମିଷ୍ଠା ସେଠୀ ଓ ବିଜେପିର ସଙ୍ଗୀତା କୁମାରୀ ସିଂହଦେଓ ଏବଂ ରାଜ୍ୟସଭା ସାଂସଦ ମମତା ମହନ୍ତ ।
ସଂସଦୀୟ କମିଟିରେ ଓଡ଼ିଶାର ୩ ମହିଳା ସାଂସଦ
/sambad/media/post_attachments/wp-content/uploads/2020/09/parliamentary-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)