ହଂକଂରେ ତିନି ବର୍ଷ ପିଲାଙ୍କୁ ଆଜିଠୁ ଟିକା

ହଂକଂ : ହଂକଂ ତିନି ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ କୋଭିଡ -୧୯ ଟିକା ଦେବାକୁ ଯୋଜନା କରିଛି। ଆଜିଠାରୁ ଏମାନଙ୍କୁ ଚୀନର ସିନୋଫାର୍ମ ଟିକା ଦିଆଯିବ। ଦିନକରେ ୧,୩୪୭ଟି ନୂଆ କରୋନା ସଂକ୍ରମଣ ରିପୋର୍ଟ ପରେ ସୋମବାର ଦିନ ଏହି ଘୋଷଣା କରାଯାଇଛି। ହଂକଂରେ ଏହାର ଯୋଗ୍ୟ ଜନସଂଖ୍ୟାର ୭୩% ସଂପୂର୍ଣ୍ଣ ଟିକାକରଣ କରିଛି। ଏଥିରେ ପିଲାମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ।

ସମ୍ବନ୍ଧିତ ଖବର