ମହାରାଷ୍ଟ୍ର: ମହାରାଷ୍ଟ୍ରର ଉମରାବତୀର ମୋଥା ଗ୍ରାମ ନିକଟରେ ମେଲଘାଟ ବ୍ୟାଘ୍ର ଅଭୟାରଣ୍ୟରେ ଶନିବାର ଏକ ମୃତ ବାଘକୁ ଉଦ୍ଧାର କରାଯାଇଛି। ତେବେ ଏହି ବାଘର ମୃତ୍ୟୁ କେତେବେଳେ ଓ କେମିତି ହୋଇଛି ତାହାର କାରଣ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଅସ୍ପଷ୍ଟ ଥିଲା।
ମହାରାଷ୍ଟ୍ର ସରକାର ନିକଟରେ ବନ୍ୟା ବିଭାଗ ଦ୍ୱାରା ଗୋଟିଏ ବାଘ, ଟି-୧ ତଥା ବାଘୁଣୀ ଅବନିକୁ ଗୁଳି ମାରି ହତ୍ୟା କରି ଦେଇଥିଲେ। ବାଘୁଣୀ ଅଭବି ଅନେକ ସମୟରେ ହିଂସ୍ର ପାଲଟି ଯାଇଥାଏ। ଏହି କାରଣରୁ ତାକୁ ହତ୍ୟା କରାଯାଇଥିଲା। ବାଘୁଣୀ ଅଭନି ଗତ ଦୁଇବର୍ଷ ଭିତରେ ଅତିମକରେ ୧୩ଜଣ ଲୋକଙ୍କ ମୃତ୍ୟୁ କାରଣ ବୋଲି ଧରାଯାଇଛି। ଗତବର୍ଷ ନଭେମ୍ବରରେ ୨ରେ ମହାରାଷ୍ଟ୍ରର ୟଭାତମାଲ ଜିଲ୍ଲାର ସାର୍ପ ସୁଟର ଅସଗର ଅଲି ହତ୍ୟା କରିଥିଲେ।