ଆଜି ଆଉ ଦୁଇ ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟ ଆସନ୍ତାକାଲି ଆଇପିସିର ଧାରା ୪୯୭ (ବ୍ୟଭିଚାର)ର ବୈଧତା ନେଇ ରାୟ ଶୁଣାଇବେ। ଏହାବ୍ୟତୀତ ଅଯୋଧ୍ୟା ମାମଲା‌େର ମସ୍‌ଜିଦ ଇସ୍‌ଲାମ୍‌ର ଅତ୍ୟାବଶ୍ୟକ ଅଂଶ କି ନୁହେଁ, ସେ ସଂପର୍କରେ ମଧ୍ୟ ଶୁଣାଣି କରିବେ।

ସମ୍ବନ୍ଧିତ ଖବର