ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଆସାମ୍ରେ ଦେଶର ସବୁଠୁ ଦୀର୍ଘ ପୋଲର ଉଦ୍ଘାଟନ କରିବେ। ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ହୋଇଥିବା ଏହି ୪.୯୪ କିମି ଲମ୍ବ ବିଶିଷ୍ଟ ‘ବୋଗିବିଲ୍ ବ୍ରିଜ୍’ ଦେଶର ସବୁଠୁ ଲମ୍ବା ରେଳ ଏବଂ ସଡ଼କ ପୋଲ। ଶିଳାନ୍ୟାସର ଦୀର୍ଘ ୨୧ ବର୍ଷ ପରେ ଏହି ପୋଲ ଆସନ୍ତାକାଲି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ଜୟନ୍ତୀ ଉତ୍ସବରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ।
ଆଜି ଲୋକାର୍ପିତ ହେବ ଭାରତର ସବୁଠୁ ଦୀର୍ଘ ପୋଲ ‘ବୋଗିବିଲ୍’
/sambad/media/post_attachments/wp-content/uploads/2018/12/bogibeel-bridge.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)