publive-imageମେଷ: ଜ୍ଞାନୀ ଲୋକଙ୍କ କଥା ଶୁଣିବାକୁ ପାଇବେ। ନୂଆ କାମରେ ଆଗ୍ରହ ବଢ଼ିବ। ବିରୋଧୀ ପକ୍ଷ ଲକ୍ଷ୍ୟଚ୍ୟୁତ କରିବାକୁ ଚେଷ୍ଟା କରିବେ। ନିଜ ସାଥୀର ଭାବନାକୁ ବୁଝିବେ।

Advertisment

publive-imageବୃଷ: ନବ ବିବାହିତ ସାଥୀଙ୍କୁ କୌଣସି ଉପହାର ଦେବେ। ଭଲ ଉଦ୍ୟୋଗରେ ଚାକିରି ପାଇଁ ଡାକରା ଆସିବ। ଛାତ୍ରମାନେ ଫଳ ଚିନ୍ତା ନକରି ପରିଶ୍ରମ କରନ୍ତୁ।

publive-imageମିଥୁନ: ସାମାଜିକ ଉତ୍ସବରେ ଯୋଗ ଦେବେ। ଗୃହିଣୀମାନଙ୍କ ମନ ଧର୍ମକାର୍ଯ୍ୟରେ ଲାଗି ରହିବ। ବ୍ୟବସାୟରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ।

publive-image

କର୍କଟ: ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ ସମ୍ମାନ ବଢ଼ିବ। ଅଫିସରେ ଆପଣଙ୍କର ପ୍ରଦର୍ଶନ ପ୍ରଶଂସନୀୟ ହେବ।

publive-imageସିଂହ: କାରବାରରେ ପ୍ରଚଳିତ ଧାରା ଅନୁଯାୟୀ କାମ କରନ୍ତୁ, ଲାଭ ହେବ। ଭାଇ ଭଉଣୀଙ୍କ ସହିତ ସମ୍ବନ୍ଧ ଭଲ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଆନନ୍ଦମୟ।

publive-imageକନ୍ୟା: ଆପଣଙ୍କ ଜୀବନଜୀବିକା ପାଇଁ ଭଲ ଦିନଟିଏ। ପରିବାର ମଧ୍ୟରେ ସଦ୍ଭାବନା ରହିବ। ଅଫିସ କାମରେ ଦୂର ସ୍ଥାନକୁ ଯିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

publive-imageତୁଳା: କ୍ୟାରିଅରରେ ସଫଳତା ପାଇବେ। ଘରକୁ ବନ୍ଧୁଙ୍କ ଆଗମନ ହେବ। ଛାତ୍ର ସଫଳତାର ଖୁବ୍ ନିକଟବର୍ତ୍ତୀ ହୋଇପାରିବେ। ସାବଧାନତାର ସହ ଯାନ ଚଳାନ୍ତୁ।

publive-imageବିଛା: ମନରେ କିଛି ନୂଆ କରିବାର ଆଗ୍ରହ ବଢ଼ିବ। ଆମଦାନିର ନୂଆ ଉତ୍ସ ପାଇବେ। ସମାଜର ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରସନ୍ନ ରହିବେ।

publive-imageଧନୁ: ଭାଗ୍ୟ ବଦଳାଇବା ପାଇଁ ସୁଯୋଗ ପାଇବେ। କୌଣସି ବଡ଼ ଉଦ୍ୟୋଗ ସହ ଚୁକ୍ତି ପକ୍କା ହେବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।

publive-image
ମକର: ଦୀର୍ଘ ଦିନ ଘରୋଇ ସମସ୍ୟାର ସମାଧାନ ବାହାରିବ। ଶିକ୍ଷାବିତ୍‌ଙ୍କ ଲାଗି ଦିନଟି ଭଲ। ବ୍ୟବସାୟୀଙ୍କ ମନରେ ଘୂରିବୁଲୁଥିବା ଯୋଜନା ସଫଳ ହେବ।

publive-image

କୁମ୍ଭ: ଚିଡ଼ିଚିଡ଼ାପଣ ଦୂର କରିବାକୁ ଚେଷ୍ଟା କରନ୍ତୁ। ବିବାହିତଙ୍କୁ ପରିବାର ସ୍ଥିତି ସମ୍ବନ୍ଧରେ ଭାବିବାକୁ ପଡ଼ିବ। ଚାକିରିଆଙ୍କ ଲାଗି ଭଲ ଦିନଟିଏ।
publive-image

ମୀନ: ଜୀବନସାଥୀ ଠାରୁ ଖୁସି ଖବର ଶୁଣିବେ। କାରବାରରେ ଲାଗି ରହିଥିବା ସମସ୍ୟା ବାପାଙ୍କ ମାଧ୍ୟମରେ ଦୂର କରିବେ। ଜମିରେ ନିବେଶ ଲାଗି ଦିନଟି ଭଲ।