ଝାଡ଼ଖଣ୍ଡ: ଏନ୍‌କାଉଣ୍ଟର୍‌ରେ ନକ୍ସଲ କମାଣ୍ଡର ନିହତ

ରାଞ୍ଚି: ଝାଡ଼ଖଣ୍ଡର ଡୁମ୍‌କା ଜିଲ୍ଲାରେ ଜଣେ ଟପ୍‌ ନକ୍ସଲ କମାଣ୍ଡର ରବିବାର ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି) ଦ୍ୱାରା ହୋଇଥିବା ଏନ୍‌କାଉଣ୍ଟର୍‌ରେ କମାଣ୍ଡର ସହଦେବ ରାୟ ନିହତ ହୋଇଥିବା ସୂଚନା ରହିଛି। ନକ୍ସଲ କମାଣ୍ଡର ରାୟଙ୍କ ମୁଣ୍ଡରେ ପୁଲିସ୍‌ ପୂର୍ବରୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା।

ଏନ୍‌କାଉଣ୍ଟ୍‌ର ହୋଇଥିବା ଘଟଣାସ୍ଥଳରୁ ପୁଲିସ୍‌ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ କରିଛି। ସର୍ଚ ଅପରେସନ ଏବେ ବି ଚାଲୁଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର