ନୂଆଦିଲ୍ଳୀ: ଆଜିଠାରୁ ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହୋଇଛି। ଏହି ନୂଆ ନିୟମ ଲାଗୁ ହେବାର ପ୍ରଥମ ଦିନରେ ଦିଲ୍ଳୀ ପୁଲିସ୍ ୩୯୦୦ ଚାଲାଣ କାଟି ରେକର୍ଡ କରିଛି। ୩୯୦୦ ଲୋକ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ସମୟରେ ଦିଲ୍ଳୀ ପୁଲିସ୍ ହାତରେ ଧରା ପଡ଼ିଛନ୍ତି।
Delhi Police: 3900 challans issued today, for traffic violations. pic.twitter.com/Q9PSk90uJi
— ANI (@ANI) September 1, 2019
ସଂଶୋଧିକ ହୋଇଥିବା ଟ୍ରାଫିକ୍ ନିୟମ ଅନୁସାରେ ଏଣିକି ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଥିବା ଯାତ୍ରୀଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଜରିମାନା ଦେବାକୁ ପଡ଼ିବ।