ଟ୍ରା‌ଫିକ୍‌ ନିୟମ ଉଲ୍ଲଂଘନ, ୩୦୫ ପୁଲିସଙ୍କ ବିରୋଧରେ ମାମଲା

ଲକ୍ଷ୍ନୌ : ଲକ୍ଷ୍ନୌରେ ଆଜି ଅଜବ ଘଟଣା ଦେଖିବାକୁ ମିଳିଛି। ଗୋଟିଏ ଦିନରେ ୧୫୫ ଟ୍ରାଫିକ୍‌ ପୁଲିସଙ୍କ ସମେତ ସମୁଦାୟ ୩୦୫ ପୁଲିସ କର୍ମଚାରୀଙ୍କ ବିରୋଧରେ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ ମାମଲା ରୁଜୁ ହୋଇଛି। ଗୋଟିଏ ଦିନର ଅପରେସନ୍‌ରେ ୩୦୫ ଜଣ ପୁଲିସଙ୍କ ବିରୋଧରେ ମାମଲା ରୁଜୁ ହେବା ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର